
dhima dhima akhi haye to prema - humane sagar lyrics
humane sagar & dipti rekha padhi dhima dhima akhi haye to prema
ଧିମା*ଧିମା ଆଖି
ମିଠା*ମିଠା ସ୍ୱପ୍ନ
କହେ କେତେ କଥା କିବା ରାତି*ଦିନ
ଜିଉଁଛି ମରୁଛି ମୁଁ, ଦିନ*ରାତି ତୋ ଛୁଆଁରେ
ହାଏ ତୋ ପ୍ରେମ, ତୋ ପ୍ରେମ
ହାଏରେ ମୋତେ ମାରିଦେଲାରେ
ହାଏ ତୋ ପ୍ରେମ, ତୋ ପ୍ରେମ
ହାଏରେ ମୋତେ ମାରି, ମାରି
ହାଏରେ ମୋତେ ମାରି, ମାରି
ହାଏରେ ମୋତେ ମାରିଦେଲାରେ
ଓଦା*ଓଦା ମନ
ମିଠା*ମିଠା ପ୍ରେମ
କହେ କେତେ କଥା କିବା ରାତି*ଦିନ
ଜଳୁଛି ଲିଭୁଛି ମୁଁ ଦିନ*ରାତି ତୋ ପ୍ରେମରେ
ହାଏ ତୋ ପ୍ରେମ, ତୋ ପ୍ରେମ
ହାଏରେ ମୋତେ ସାରିଦେଲାରେ
ହାଏ ତୋ ପ୍ରେମ, ତୋ ପ୍ରେମ
ହାଏରେ ମୋତେ ସାରି, ସାରି
ହାଏରେ ମୋତେ ସାରି, ସାରି
ହାଏରେ ମୋତେ ସାରିଦେଲାରେ
(you got a heart of me, desp*cito)
ସପନେ ଆସୁଛୁ, ସପନେ ହସୁଛୁ, ସପନେ ଋଷୁଛୁ ତୁ
ହାଏରେ ମରିଯାଏ ମୁଁ
ମେଘର ଦୋଳିରେ, ଫୁଲର ଥାଳିରେ ଛୁଇଁଦେଇ ଯାଉ ତୁ
ହାଏ ରେ ମରିଯାଏ ମୁଁ
ଭିଜା*ଭିଜା ମନ ମହୁଝରା ଦିନ
କହେ କେତେ କଥା କିବା ରାତି ଦିନ
ଝରୁଛି ଝୁରୁଛି ମୁଁ ଦିନ*ରାତି ତୋ ପାଇଁ ରେ
ହାଏ ତୋ ମନ, ତୋ ମନ
ମୋତେ ଚିରି ଦେଲାରେ
ହାଏ ତୋ ମନ, ତୋ ମନ
ହାଏରେ ମୋତେ ଚିରି, ଚିରି
ହାଏରେ ମୋତେ ଚିରି, ଚିରି
ହାଏରେ ମୋତେ ଚିରି ଦେଲାରେ
Random Song Lyrics :
- loan shark blues - yeasayer lyrics
- magnus carlsen - the game lyrics
- tokarev - falcko lyrics
- слишком много (too much) - sroma lyrics
- saints around my neck - come lyrics
- rouler - lefa lyrics
- i believe i'll have another beer - fear (band) lyrics
- the wanderer - devthbed lyrics
- 3005 - iammvsic lyrics
- forever - flawes lyrics