
katha deli matha chhuin - kumar bapi & ananya sritam nanda lyrics
ତୋ ଆଗରୁ ଏ ଜୀବନେ ଆସି ନାହିଁ କେହି
ତୋ ବିନା ମୋ ଜୀବନରେ ଆସି ବେନି କେହି
ଥିବା ଯାଏ ଏ ପୃଥିବୀ
ଭଲ ତତେ ପାଉଥିବି
ଥିବା ଯାଏ ଏ ପୃଥିବୀ
ଭଲ ତତେ ପାଉଥିବି
ଭୁଲି କେବେ ଯିବି ନାହିଁ
କଥା ଦେଲି ମଥା ଛୁଇଁ
ହୋ….କଥା ଦେଲି ମଥା ଛୁଇଁ
କଥା ଦେଲି ମଥା ଛୁଇଁ
ହୋ…କଥା ଦେଲି ମଥା ଛୁଇଁ
la la la la la
la la la la la
la la la la la la
ଅକାଶରୁ ତାରା ଟିଏ, ଖସିଲା ବେଳେ
ମାଗି ନେଲି ତତେ ମୋ ପାଇଁ
ଆଜି ଯାଏ ସାଇତିକି ରଖି ଥିଲି ମୁଁ
ଏ ହୃଦୟ ଖାଲି ତୋ ପଇଁ
ତୋ ବିନା ଏ, ହୃଦୟ ରେ
ଆଉ କେହି ନାହିଁ
ଆଉ କେହି ଆସିଲେ ବି
ଜାଗା ଏଥି ନାହିଁ
ସବୁ ରାତି ସବୁ ଦିନ
ଛାତି ତଳେ ତୋ ସ୍ପନ୍ଦନ
ସବୁ ରାତି ସବୁ ଦୀନ
ଛାତି ତଳେ ତୋ ସ୍ପନ୍ଦନ
ଏକା ଜୀଁ ହେବ ନାହିଁ
କଥା ଦେଲି ମଥା ଛୁଇଁ
ହୋ…କଥା ଦେଲି ମଥା ଛୁଇଁ
ହୋ କଥା ଦେଲି ମଥା ଛୁଇଁ
ହୋ…କଥା ଦେଲି ମଥା ଛୁଇଁ
ଜୀବନରୁ ନିଶ୍ଵାସ ର ଯେତିକି ଦୁର
ରହିଛୁ ତୁ ଦୂରେ ସେତିକି
ହଁ ଗୋଟେ ମନ ଗୋଟେ ବାଟ
ଗୋଟେ ଠିକଣା
ତୋର ମୋର କଥା ଏତିକି
ତୋ ବିନା ଏ ଚଲା ବାଟେ
ଆଉ କେହି ନାହିଁ
ଟାଣ ଟଣା ଖରା ରେ ତୁ
ମିଠା ମିଠା ଛାଇ
ହଁ ବାଟ ଥାଉ ଯେତେ ଦୁର
ଚାଲୁଥିବି ସାଥେ ତୋର
ବାଟ ଥାଉ ଯେତେ ଦୂର
ଚାଲୁଥିବି ସାଥେ ତୋର
ହାତ ଛାଡ଼ି ଯିବି ନାହିଁ
କଥା ଦେଲି ମଥା ଛୁଇଁ
ହୋ…କଥା ଦେଲି ମଥା ଛୁଇଁ
କଥା ଦେଲି ମଥା ଛୁଇଁ
ହୋ…କଥା ଦେଲି ମଥା ଛୁଇଁ
Random Song Lyrics :
- annegare - remmy lyrics
- cosmic kev freestyle 10/10/14 - big sean lyrics
- mileage - uncle trey lyrics
- high & rolle - milonair lyrics
- amarula tree - happyland mix - amanda jenssen lyrics
- zemsta - miuosh lyrics
- astronauta - blaze (polish) lyrics
- время приключений (adventure time) - dj poproboval lyrics
- teacherman - barbara st. claire lyrics
- bird call - dej loaf lyrics