
chapa - soumya biswajit lyrics
intro music…
ଚଉପାଶେ ଘେରିଛନ୍ତି ସହଚରୀବୃନ୍ଦ ଆହା
ଚଉପାଶେ ଘେରିଛନ୍ତି ସହଚରୀବୃନ୍ଦ
ମଣି ବିମାନେ ଗୋବିନ୍ଦ
ମଣି ବିମାନେ ଗୋବିନ୍ଦ
ମଣି ବିମାନେ ଗୋବିନ୍ଦ
ମଣି ବିମାନେ ଗୋବିନ୍ଦ
ଚଉପାଶେ ଘେରିଛନ୍ତି ସହଚରୀବୃନ୍ଦ ଆହା
ଚଉପାଶେ ଘେରିଛନ୍ତି ସହଚରୀବୃନ୍ଦ
ମଣି ବିମାନେ ଗୋବିନ୍ଦ
ମଣି ବିମାନେ ଗୋବିନ୍ଦ
ମଣି ବିମାନେ ଗୋବିନ୍ଦ
ମଣି ବିମାନେ ଗୋବିନ୍ଦ
music…
ନିର୍ମଳ ଚନ୍ଦ୍ରବଦନ ଆହା କି ପସନ୍ଦ
ନିର୍ମଳ ଚନ୍ଦ୍ରବଦନ ଆହା କି ପସନ୍ଦ
ତେରଛ ଚାହାଣୀ ତୁଲେ ହାସ ମନ୍ଦ ମନ୍ଦ ଆହା
ତେରଛ ଚାହାଣୀ ତୁଲେ ହାସ ମନ୍ଦ ମନ୍ଦ
ମଣି ବିମାନେ ଗୋବିନ୍ଦ
ମଣି ବିମାନେ ଗୋବିନ୍ଦ
ମଣି ବିମାନେ ଗୋବିନ୍ଦ
ମଣି ବିମାନେ ଗୋବିନ୍ଦ
music…
ବୋଲେ ବନମାଳୀ ଧ୍ୟାୟି ଚରଣାରବିନ୍ଦ
ବୋଲେ ବନମାଳୀ ଧ୍ୟାୟି ଚରଣାରବିନ୍ଦ
ଚାପକୁ ବିଜୟେ ଆହା ଗୋପୀହୃଦଚାନ୍ଦ ଆହା
ଚାପକୁ ବିଜୟେ ଆହା ଗୋପୀହୃଦଚାନ୍ଦ
ମଣି ବିମାନେ ଗୋବିନ୍ଦ
ମଣି ବିମାନେ ଗୋବିନ୍ଦ
ମଣି ବିମାନେ ଗୋବିନ୍ଦ
ମଣି ବିମାନେ ଗୋବିନ୍ଦ
ଚଉପାଶେ ଘେରିଛନ୍ତି ସହଚରୀବୃନ୍ଦ ଆହା
ଚଉପାଶେ ଘେରିଛନ୍ତି ସହଚରୀବୃନ୍ଦ
ମଣି ବିମାନେ ଗୋବିନ୍ଦ
ମଣି ବିମାନେ ଗୋବିନ୍ଦ
ମଣି ବିମାନେ ଗୋବିନ୍ଦ
ମଣି ବିମାନେ ଗୋବିନ୍ଦ
ମଣି ବିମାନେ ଗୋବିନ୍ଦ
ମଣି ବିମାନେ ଗୋବିନ୍ଦ
ମଣି ବିମାନେ ଗୋବିନ୍ଦ
ମଣି ବିମାନେ ଗୋବିନ୍ଦ
outro music…
Random Song Lyrics :
- alone - pat g lyrics
- jiminy cricket - akdotz lyrics
- my own - pollàri lyrics
- reinvent her (ep) - katie kuffel lyrics
- mein hund - olexesh lyrics
- hagiografia - repe vortex lyrics
- plastic knife - tanuki (rap) lyrics
- estado de vista - gepe lyrics
- new year's day - the hobby lyrics
- 10 tabls - pinkib0y lyrics