lirikcinta.com
a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9 #

lirik lagu tumabina – subas dash & radha kanta nanda

Loading...

(ତୁମ ବିନା ଜଗନ୍ନାଥ… କିଛି ଆଉ ନାହିଁ… ବୋଲି, ବିକଳ୍ପ ବ୍ୟବସ୍ଥା…
ଏତେ ଏତେ ଦୁଃଖ ପରେ ବାଧ୍ୟ ହୋଇ ତୁମ… ଠାରେ(ରଖିଛି ମୁଁ ଆସ୍ଥା)) – (2)(2)(4)
ତୁମ ବିନା ଜଗନ୍ନାଥ.ଅ.ଓ.//0//

(ପୁଣ୍ଯ ବଳେ ତୁମକୁ ମୁଁ, ନପାଇଲେ ଜଗନ୍ନାଥ
ଚେଷ୍ଟା କରି ମହାପାପୀ ହେବି
ହିରଣ୍ୟକଶିପୁ ପରି, ତୁମ ହାତେ ଗଲେ ମରି
ସହଜରେ ମୁଖ୍ଯ ହୋଇଯିବି) – (2)
ଏଇ ମୋର ଶେଷ କଥା (ଏଇ ଶେଷ ରାସ୍ତା) -(2)(2)
ତୁମ ବିନା ଜଗନ୍ନାଥ… ଅ… ଓ… //1//
(ପାପ ପୁଣ୍ୟ ଦୂରେ ଥାଉ, ତୁମ ଠାରେ ମହାବାହୁ
ଅଛି ମୋର ପୁଣ୍ଯ ଅଧିକାର
ସେଥିରୁ ବଞିତ ହେଲେ, ଛାଡିତ ନ ଦେବି ଭଲେ
ବେଳ ଥାଉ କର ପ୍ରତିକାର)-(2)
ହାତ ଯୋଡି କହୁଚି ମୁଁ (ଦେଖ ମୋ ଅବସ୍ଥା) -(2)(2)
ତୁମ ବିନା ଜଗନ୍ନାଥ କିଛି ଆଉ ନାହିଁ ବୋଲି ବିକଳ୍ପ ବ୍ୟବସ୍ଥା
ଏତେ ଏତେ ଦୁଃଖ ପରେ ବାଧ୍ୟ ହୋଇ ତୁମ ଠାରେ(ରଖିଛି ମୁଁ ଆସ୍ଥା)-(2)(2)last-(6)

lirik lagu lainnya :

YANG LAGI NGE-TRENDS...

Loading...